Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ ବଡ ଦୁର୍ନୀତିରେ ଲିପ୍ତ ଥିଲା ବିଜେଡି ସରକାର

Smruti Parija
Browse all articles by Smruti Parija
·1 year ago·1 min read
ବଡ ବଡ ଦୁର୍ନୀତିରେ ଲିପ୍ତ ଥିଲା ବିଜେଡି ସରକାର

ଅର୍ଗସ ବ୍ୟୁରୋ: ବିଜେଡି ଛାଡି ବିଜେପିରେ ମିଶିବା ପରେ ପୂର୍ବ ବିଜେଡି ସରକାର ଉପରେ ନିର୍ଦ୍ଧୁମ ବର୍ଷିଛନ୍ତି ସୁଜିତ କୁମାର । ବଡ ବଡ ଦୁର୍ନୀତିରେ ଲିପ୍ତ ଥିଲା ବିଜେଡି ସରକାର । କଳାହାଣ୍ଡିରେ ଯେତିକି ବିକାଶ ହେବା କଥା ହୋଇନାହିଁ । କଳାହାଣ୍ଡିରୁ ହଜାର ହଜାର କୋଟି ଲୁଟ୍ ହୋଇଛି ତାର ପର୍ଦ୍ଦାଫାଶ କରିବି ବୋଲି କହିଛନ୍ତି ବିଜେପି ନେତା ସୁଜିତ କୁମାର । 
ତଦନ୍ତ କରାଯାଇ ଦୁର୍ନିତୀର ଖୁଲାସା ହେବ ।

ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ

ବିଜେଡିର ସ୍ଥାନୀୟ ନେତା ଦୁର୍ନୀତିରେ ଲିପ୍ତ ରହି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ଟେଣ୍ଡର୍ ଫିକ୍ସିଂ, ବାଲିମାଫିଆଙ୍କ ସହ ମିଶି ବଡ ଦୁର୍ନୀତି କରାଯାଇଥିଲା । କିଛି ଆତ୍ମଘୋଷିତ ନେତା ଦୁର୍ନୀତିରେ ସାମିଲ ହୋଇଛନ୍ତି । କଳାହାଣ୍ଡିରେ ଦୁର୍ନୀତି ସଂପର୍କରେ ଜୁନ ୧୩ ରେ ମୁଖିଆଙ୍କୁ ଜଣାଇଥିଲି । ମାତ୍ର କୌଣସି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ସୁଜିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର 
 

Sponsored
Sujeet Kumar from BJD resigned from Rajya Sabha, adding to the party's recent challenges after Mamata Mohanta's switch to BJP | Argus News