Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡି ଛାଡିଲେ ସୁନନ୍ଦା ଦାସ

Odisha

ବିଜେଡି ଛାଡିଲେ ସୁନନ୍ଦା ଦାସ

Banajyotshna Ray
Browse all articles by Banajyotshna Ray
·1 year ago
ବିଜେଡି ଛାଡିଲେ ସୁନନ୍ଦା ଦାସ

ଅର୍ଗସ ବ୍ୟୁରୋ:  ବିଜେଡି ଛାଡିଲେ ସୁନନ୍ଦା ଦାସ । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିକୁ ବାଏ ବାଏ କରିଛନ୍ତି । ଅଣଦେଖା କାରଣରୁ ବିଜେଡି ଛାଡ଼ିଥିବା ନେଇ କହିଲେ ସୁନନ୍ଦା । ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ସୁନନ୍ଦା ଦାସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunanda Das left BJD | Argus News