Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଯୋଗାଣ ସହାୟକ

Swayangprajna Mishra
Browse all articles by Swayangprajna Mishra
·1 year ago
ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଯୋଗାଣ ସହାୟକ

ବଲାଙ୍ଗିର : ମହିଳାଙ୍କ ଅନ୍ତରଙ୍ଗ ସମ୍ପର୍କ ଫୋଟୋ ଭାଇରାଲ କରି ଗିରଫ ହେଲେ ଯୋଗାଣ ସହାୟକ । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରଫ । ରାସନ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଆଗଲପୁର ଥାନାରେ ଅଭିଯୋଗ କରିଥିଲେ ପୀଡିତା ମହିଳା । ମହିଳାଙ୍କ ଅଭିଯୋଗ ଆଧାରରେ ଆଗଲପୁର ଥାନାରେ ୧୮୬/୨୪ କେସ ନମ୍ବରରେ ମାମଲା ରୁଜ କରି ତଦନ୍ତ କରୁଥିଲା ପୋଲିସ ।

ଅଧିକ ପଢନ୍ତୁ : କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା ବୟଫ୍ରେଣ୍ଡ୍

ଥାନାରେ ମାମଲା ରୁଜୁ ପରେ ଫେରାର ମାରିଥିଲେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ । ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ ନିଜ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ଆଗଲପୁର ଥାନାକୁ ଆଣିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supply assistant arrested for misbehavior with women | Argus News