ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା
·1 year ago

ଅର୍ଗସ ବ୍ୟୁରୋ: ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏବେ ସାରା ଦେଶରେ ଏଭଳି ସ୍ଥିତି । ପ୍ରବଳ ଓ ଅନବରତ ବର୍ଷା କାରଣରୁ ଫସଲ ହାନି ହୋଇଛି । ତେଣୁ ମାର୍କେଟକୁ କମ୍ ପିଆଜ ଆସୁଛି । ଖୁବକମ ଦିନ ଏଭଳି ସ୍ଥିତି ରହିବ । ସରକାର ଏବେ ଆଳୁ ମିଶନ, ପିଆଜ ମିଶନ ଭଳି ପଦକ୍ଷେପ ନେଉଛନ୍ତି । ଆଗକୁ ଏଭଳି ସମସ୍ୟା ହେବନି ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: