Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତାଳଚେର `ଅର୍ଗସ୍' ପ୍ରତିନିଧିଙ୍କୁ ବିଧାୟକ ସୁଶାନ୍ତ ବେହେରାଙ୍କ ସମର୍ଥକଙ୍କ ଆକ୍ରମଣ

Odisha

ତାଳଚେର `ଅର୍ଗସ୍' ପ୍ରତିନିଧିଙ୍କୁ ବିଧାୟକ ସୁଶାନ୍ତ ବେହେରାଙ୍କ ସମର୍ଥକଙ୍କ ଆକ୍ରମଣ

Ritu Das
Browse all articles by Ritu Das
·2 years ago
ତାଳଚେର `ଅର୍ଗସ୍' ପ୍ରତିନିଧିଙ୍କୁ ବିଧାୟକ ସୁଶାନ୍ତ ବେହେରାଙ୍କ ସମର୍ଥକଙ୍କ ଆକ୍ରମଣ

ଅର୍ଗସ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି। ବିରୋଧୀ ଦଳର ମତିଭ୍ରମ ହେବାକୁ ବସିଲାଣି। ରକ୍ତ ଚାଉଳ ଚୋବାଉଛନ୍ତି ବିଜେଡି ଦଳର କର୍ମୀମାନେ। `ଅର୍ଗସ୍' ପ୍ରତିନିଧିଙ୍କୁ ବିଧାୟକ ସୁଶାନ୍ତ ବେହେରାଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। ତାଳଚେର `ଅର୍ଗସ୍' ପ୍ରତିନିଧି ଗିରିଜା ନନ୍ଦନ ସାହଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମରଣାନ୍ତକ ଆକ୍ରମଣ ସହ କ୍ୟାମେରା ଭାଙ୍ଗିଲେ ବିଧାୟକଙ୍କ ସମର୍ଥକ। 

ଭିଡିଓ ଉତ୍ତୋଳନ ବେଳେ କ୍ୟାମେରା ଫିଙ୍ଗିବା ସହ ଭାଙ୍ଗିଲେ। ସତ ଖବର ସଂଗ୍ରହ ବେଳେ ଆକ୍ରୋଶ ରଖି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ଅର୍ଗସ ପ୍ରତିନିଧିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supporters of MLA Sushant | Argus News