Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ 

Odisha

ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ 

ଅନୁଗୁଳ : ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ । ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ଆଜି ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି ।

ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକ ଦାବି କରିଛନ୍ତି। ଅନୁଗୁଳ କହିଲେ, ରଜନୀକାନ୍ତ ସିଂହ। ଯଦି ତାଙ୍କ ଟିକେଟ କଟେ ତେବେ ବିଜେଡ଼ି ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ। ଆମେ ସ୍ବାଧୀନ ଲଢିବାକୁ ପ୍ରସ୍ତୁତି କରିବୁ ବୋଲି କହିଛନ୍ତି ରଜନୀକାନ୍ତଙ୍କ ସମର୍ଥକ । ରଜନୀକାନ୍ତ ସିଂହଙ୍କୁ ଟିକେଟ ନମିଳିଲେ କାଉନସିଲର ମାନେ ସାମୁହିକ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।  ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣା ରେ ବିଳମ୍ବ କୁ ନେଇ ତାତିଲେ ରଜନୀକାନ୍ତ ସିଂ ଙ୍କ ସମର୍ଥକ । ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ସମର୍ଥକ ଙ୍କ ମେଳି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Supporters of Rajnikanth Singh protest over delay in ticket announcement | Argus News