ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିଶନର
·1 year ago

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳବଦଳ। ଅଦଳବଦଳ କଲେ ରାଜ୍ୟ ସରକାର। ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ,BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିଶନର।
ଉମାଶଙ୍କର ଦାସ ହେଲେ ଅତିରିକ୍ତ ପୋଲିସ କମିଶନର। ସେହିପରି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକିକରଣ ଦାୟିତ୍ବ। ସେହିପରି ଏ. କେ. ରୟ ହେଲେ ଜେଲ ବିଭାଗ ଡିଜି। ଏସ ଏମ ନରଭଣେ ହେଲେ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେଶନର ନିର୍ଦ୍ଦେଶକ। ଅରୁଣ ବୋଥ୍ରା ହେଲେ ADGP,ରେଳ ଓ ଉପକୂଳ ସୁରକ୍ଷା। ସଞ୍ଜୟ କୁମାର କୌଶଲ ହେଲେ IGP,ଭିଜିଲାନ୍ସ ପ୍ରତିଷ୍ଠାନ। ପ୍ରକାଶ ଆର୍ ହେଲେ କ୍ରାଇମବ୍ରାଞ୍ଚ ଡିଆଇଜି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: