Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଥାୟୀ ପଟ୍ଟା ଯୋଗାଇବା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ 

Manini Pattanayak
Browse all articles by Manini Pattanayak
·2 years ago
ସ୍ଥାୟୀ ପଟ୍ଟା ଯୋଗାଇବା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ 

ପୁରୀ:  ବସ୍ତି ବାସିନ୍ଦାଙ୍କ ହଲ୍ଲାବୋଲ । ଜୋରଦାର ଆନ୍ଦୋଳନ । ସ୍ଥାୟୀ ପଟ୍ଟା ଯୋଗାଇବା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ବଳିଆପଣ୍ଡା ବିଜୟନଗର ଵସ୍ତିର ହଜାର ହଜାର ବସ୍ତି ବାସିନ୍ଦା ସ୍ଥାୟୀ ପଟ୍ଟା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ବାରମ୍ବାର ପ୍ରତିଶ୍ରୁତି ଦେବାପରେ ମଧ୍ୟ ପ୍ରଶାସନ ବସ୍ତି ବାସିନ୍ଦା ମାନଙ୍କ ଦାବି ପୂରଣ ନ କରିବାରୁ ଗଣଧାରଣା ଦିଆଯାଇଛି । ଆସନ୍ତା ୩ ଦିନ ଭିତରେ ନଚେତ୍ ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ପ୍ରଶାସନ ଏହି ଦାବି ପୂରଣ ନକଲେ ଆନ୍ଦୋଳନ ଵ୍ୟାପକ ହେବ ବୋଲି ବସ୍ତିବାସୀନ୍ଦା ମାନେ ଚେତାବନୀ ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They surrounded the Puri District Collector's office demanding a permanent lease | Argus News