Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଟ୍ରୋ ପ୍ରକଳ୍ପ ପାଇଁ ବାଣୀବିହାରରୁ ଶିଶୁଭବନ ଛକରେ ସର୍ଭେ

Banajyotshna Ray
Browse all articles by Banajyotshna Ray
·2 years ago
ମେଟ୍ରୋ ପ୍ରକଳ୍ପ ପାଇଁ ବାଣୀବିହାରରୁ ଶିଶୁଭବନ ଛକରେ ସର୍ଭେ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ବା ଜନପଥରେ ସର୍ଭେ କରାଯାଇଛି । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବା BMRCL ସମେତ ବିଡ଼ିଏ, ବିଏମସି, ଟିପିସିଓଡିଏଲ ଭଳି ସଂସ୍ଥା ମିଳିତ ଭାବରେ ଏହି ସର୍ଭେ କରୁଛନ୍ତି । ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ରାସ୍ତାରେ ଥିବା ବିଭିନ୍ନ ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ନଜରରେ ରଖି ଏହି ସର୍ଭେ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରେ କଟକ ଯାଏଁ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରସ୍ତାବ ଦେଇଥିଲେ ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Survey for Bhubaneswar Metro Project has started | Argus News