Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶାରେ କାଶ୍ମୀର ଆତଙ୍କବାଦୀ !

Odisha

ଓଡିଶାରେ କାଶ୍ମୀର ଆତଙ୍କବାଦୀ !

Banajyotshna Ray
Browse all articles by Banajyotshna Ray
·2 years ago
ଓଡିଶାରେ କାଶ୍ମୀର ଆତଙ୍କବାଦୀ !

ଅର୍ଗସ ବ୍ୟୁରୋ:  ସୟଦ ଇସାନ ବୁଖାରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର STF ଟିମ୍ । ଯାଜପୁର ଧର୍ମଶାଳାରୁ ଗିରଫ ହୋଇଛି ସନ୍ଦିଗ୍ଧ ଆତଙ୍କୀ । ସନ୍ଦିଗ୍ଧ ଯୁବକ ପାଖରୁ 100ରୁ ଅଧିକ ଡକ୍ୟୁମେଣ୍ଟ ଜବତ। ଏକାଧିକ ଫେକ୍ ଆଡିକାର୍ଡ, ଏଟିଏମ କାର୍ଡ,ଆଧାରକାର୍ଡ ଏବଂ ଚେକ୍ ଜବତ । ନିଜକୁ ନ୍ଯୁରୋ ଡାକ୍ତର ଏବଂ NIAର ଅଧିକାରୀ କହି ଠକେଇ କରୁଥିଲା ଯୁବକ । ଦେଶର ବିଭିନ୍ନ ସ୍ଥାନରେ 6ରୁ 7 ଜଣଙ୍କୁ ବିବାହ କରିଛି ସନ୍ଦିଗ୍ଧ ଯୁବକ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Syed Isan Bukhari has been arrested by the STF team of Crime Branch | Argus News