Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ବୁଲା ଦୁର୍ନୀତିକୁ ନେଇ ଚର୍ଚ୍ଚା

Rashmita Mishra
Browse all articles by Rashmita Mishra
·1 year ago
ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ବୁଲା ଦୁର୍ନୀତିକୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ବୁଲା ଦୁର୍ନୀତିରକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ ବୟାନ। ଖୁବ ଶିଘ୍ର ଆଶିବ ନିର୍ଯ୍ୟାସ। ଯାହା ଲୋକଙ୍କ ମନରେ ସନ୍ଦେହ ଅଛି ତାହା ସତ ହୋଇପାରେ। ବ୍ୟକ୍ତିଗତ କାର୍ଯ୍ୟରେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ବୁଲିବାକୁ ନେଇ ତଦନ୍ତ ଚାଲିଛି।  ଅପେକ୍ଷା କରନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ସରକାର । ଦୁର୍ନୀତି ବିରୁଦ୍ଧରେ ଆମ ସରକାର ଶୁନ୍ୟ ଶାହନଶୀଳତା ନୀତି ଆପଣେଇଛନ୍ତି ତେଣୁ ହେଲିକ୍ୟାପ୍ଟର ବୁଲାର ନିର୍ଯ୍ୟାସ ଅଳ୍ପ ଦିନ ମଧ୍ୟରେ ବାହାରିବ । ମୁଁ କହିଛି ମାନେ ସରକାର କହିଛି । ତେଣୁ ଆପଣ ମାନେ ଅପେକ୍ଷା ରଖନ୍ତୁ

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Talk about Pandian's helicopter Bula scandal | Argus News