Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୀପାଳି ଦାସଙ୍କୁ ହରାଇଲେ ଟଙ୍କଧର ତ୍ରିପାଠୀ

Odisha

ଦୀପାଳି ଦାସଙ୍କୁ ହରାଇଲେ ଟଙ୍କଧର ତ୍ରିପାଠୀ

Smruti Parija
Browse all articles by Smruti Parija
·1 year ago
ଦୀପାଳି ଦାସଙ୍କୁ ହରାଇଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା: ଭୋଟ୍ ଗଣତି ଚାଲିଥିବାବେଳେ ଆସିଲା ପ୍ରଥମ ବିଜୟ । ଝାରସୁଗୁଡା ବିଧାନସଭାରେ ଟଙ୍କଧର ତ୍ରିପାଠୀ ବିଜୟୀ 1 ହଜାର 322 ଭୋଟ୍ ରେ ବିଜୟୀ ସୂଚନା । ପରାଜିତ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । 

ସେପଟେ ଚାଲିଛି ଗଣତି, ଆସୁଛି ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପିକୁ ବଡ ସଫଳତା । ଲୋକସଭାର ୧୯ ସିଟରେ ବିଜେପି ଆଗୁଆ । 

Result Update ; ଚାଲିଛି ଭୋଟ୍ ଗଣତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tankadhar Tripathi lost from Deepali-das | Argus News