Videos
|
Odisha

ଭାରସ୍ୟାମ ହରାଇ ଓଲଟିଲା ପାରାଦୀପରୁ ଗ୍ୟାସ ନେଇ ଝାରସୁଗୁଡ଼ା ଯାଉଥିବା ଟ୍ୟାଙ୍କର

Manini Pattanayak
Browse all articles by Manini Pattanayak
·2 years ago
ଭାରସ୍ୟାମ ହରାଇ ଓଲଟିଲା ପାରାଦୀପରୁ ଗ୍ୟାସ ନେଇ ଝାରସୁଗୁଡ଼ା ଯାଉଥିବା ଟ୍ୟାଙ୍କର

ଜଗତସିଂହପୁର: ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର। ପାରାଦୀପ ଗଡ଼ ହାତୀ କଣ୍ଟା ନିକଟରେ ଏହି  ଘଟଣା ଘଟିଛି। ପାରାଦୀପରୁ ଗ୍ୟାସ ନେଇ ଟ୍ୟାଙ୍କରଟି ଝାରସୁଗୁଡ଼ା ଯାଉଥିବା ବେଳେ ହଠାତ ଭାରସ୍ୟାମ ହରାଇ ଗଡ଼ ହାତୀ କଣ୍ଟା ନିକଟରେ ଓଲଟି ଯାଇଚି ।

ଦୁର୍ଘଟଣା ରେ ଗ୍ୟାସ ଲିକ୍ ହୋଇ ନ ଥିବା ବେଳେ ଏହାକୁ  ସତର୍କତାର ସହ ଉଠାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଅଗ୍ନିଶମ ବାହିନୀ ସେଠାରେ ମହଜୁଦ ଥିବା ଜଣାପଡ଼ିଛି । ତେବେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ଜଣାପଡିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: