Naxal Encounter / ତେଲେଙ୍ଗାନା-ଛତିଶଗଡ଼ ସୀମାରେ ଏନକାଉଣ୍ଟର,୫ ମାଓବାଦୀ ନିହତ ସୂଚନା
·6 months ago·2 min read

Key Points
ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସୁରକ୍ଷାବାହିନିର ଏନକାଉଣ୍ଟର
ଏନକାଉଣ୍ଟରରେ ୫ ମାଓବାଦୀ ନିହତ ସୂଚନା
ଏହି ଅଭିଯାନ ‘ଅପରେସନ୍ ବ୍ଲାକ ଫରେଷ୍ଟ-୨’ ସୂଚନା

ହାଇଦ୍ରାବାଦ (Feb-20): ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସୁରକ୍ଷାବାହିନିର ଏନକାଉଣ୍ଟର। ଏନକାଉଣ୍ଟରରେ ୫ ମାଓବାଦୀ ନିହତ ସୂଚନା ମିଳିଛି। ଏହି ଘଟଣା ଗୁରୁବାର ସକାଳେ ମୁଲୁଗୁ ଜିଲ୍ଲାର କାର୍ରେଗୁଟ୍ଟାଲୁ ଜଙ୍ଗଲ ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଭେଙ୍କଟାପୁରମ ମଣ୍ଡଳର ଡୋଲି ଓ ଜେଲିଆ ଗାଁ ଜଙ୍ଗଲ ଅଞ୍ଚଳରେ ମିଳିତ ତଲାଶି ଅଭିଯାନ ଚାଲିଥିବା ବେଳେ ଏହି ମୁଠଭେଟ୍ ଘଟିଥିଲା। ଏହି ଅଭିଯାନ ‘ଅପରେସନ୍ ବ୍ଲାକ ଫରେଷ୍ଟ-୨’ ବୋଲି ସୂଚନା ମିଳିଛି ।
ଏହି ମାଓ ଦମନ ଅଭିଯାନରେ CRPF, COBRA, ଗ୍ରେହାଉଣ୍ଡସ୍ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG) ମିଶି ପ୍ରାୟ ୫ ହଜାର ସୁରକ୍ଷା କର୍ମୀ ସାମିଲ ଥିବା ସୂଚନା ମିଳିଛି । କାର୍ରେଗୁଟ୍ଟା ହିଲକ୍ସ ଅଞ୍ଚଳକୁ ନିଷିଦ୍ଧ CPI (ମାଓବାଦୀ) ସଂଗଠନର ଦୃଢ଼ ଆଶ୍ରୟସ୍ଥଳ ଭାବେ ଦେଖାଯାଏ। ପ୍ରାଥମିକ ସୂଚନା ଅନୁସାରେ, ସୁରକ୍ଷା ବାହିଞ୍ଜ ସକାଳେ ଜଙ୍ଗଲ ଭିତରେ ସନ୍ଦେହଭାଜନ ସଶସ୍ତ୍ର ମାଓବାଦୀ ଦଳ ସହ ସାମ୍ନାସାମ୍ନି ହେବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ମୃତ ମାଓବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ନିହତ ବ୍ୟକ୍ତିମାନେ ମାଓବାଦୀ ଏରିଆ କମିଟି ସଦସ୍ୟ ଥିବା ସନ୍ଦେହ ରହିଛି। ଘଟଣାସ୍ଥଳରୁ ସୁରକ୍ଷାବଳ ସ୍ୱୟଂଚାଳିତ ଅସ୍ତ୍ର-ଶସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।
ପଢ଼ନ୍ତୁ ଏହି ଖବର: ନକ୍ସଲ ବିରୋଧୀ ଅପରେସନ୍ରେ ୨୩ ଟିମ୍; ମାଓବାଦୀଙ୍କ ଓଡ଼ିଶା ମୁଖ୍ୟ ଗଣେଶ ସହ ୪ ସଫା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଗୁଇନ୍ଦା ସୂଚନା ଅନୁଯାୟୀ କିଛି ବରିଷ୍ଟ ମାଓବାଦୀ ନେତା ଏହି ଅଞ୍ଚଳରେ ଲୁଚିଥିବା ସନ୍ଦେହ ରହିଛି। ‘ଅପରେସନ୍ ବ୍ଲାକ ଫରେଷ୍ଟ’ ପରେ ପ୍ରାୟ ୩୦୦ ନିଷିଦ୍ଧ ମାଓବାଦୀ ଜଙ୍ଗଲରେ ରହିଥିବା ଖବର ମିଳିଛି। କେନ୍ଦ୍ରୟ କମିଟି ସଦସ୍ୟ ଦେବଜି, ମାଲା ରାଜି ରେଡ୍ଡି ଓ ବରିଷ୍ଠ ନେତା ବାଡେ ଚୋକ୍କରାମ ଅଲିଆସ୍ ଦାମୋଦର ଏହି କାର୍ରେଗୁଟ୍ଟାଲୁ ଅଞ୍ଚଳରେ ଥିବା ସନ୍ଦେହ ଜଣାପଡ଼ିଛି। ଏହି ଘଟଣା ପରେ ତେଲେଙ୍ଗାନା-ଛତିଶଗଡ଼ ସୀମାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ା କରାଯାଇଛି ଓ ତଲାଶି ଅଭିଯାନ ଜୋରଦାର କରାଯାଇଛି।
ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଛି ମାଓ ବାଦ। ଛତିଶଗଡ଼ ବିଜାପୁରରେ ମାଓ ବିରୋଧୀ ଅପରେସନକୁ ମିଳୁଛି ବଡ ସଫଳତା। ଦେଶର ଟପ୍ ମାଓ ନେତା ହିଡମା ନିହତ ହୋଇଛି। ହିଡ଼ମା ନିହତପରେ ଛତିଶଗଡ଼ରେ ମାଓ ସଂଗଠନ ପ୍ରାୟ ଶେଷ ହେବା ରାସ୍ତାରେ। ଶୀର୍ଷ ନକ୍ସଲ କମାଣ୍ଡର ପାପା ରାଓ ଏନକାଉଣ୍ଟରରେ ନିହତ ହୋଇଛି। ନକ୍ସଲ କମାଣ୍ଡର ପାପା ରାଓକୁ ନିପାତ କରି ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ପାପା ରାଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ, ବିଶେଷକରି ବିଜାପୁର ଏବଂ ସୁକମା ଅଞ୍ଚଳରେ ସକ୍ରିୟ ଥିଲା ।

Related Topics
Explore more stories