ଆଜି ପୁଣି ରାଜ୍ୟରେ ପ୍ରବଳ ତାତି
·2 years ago

ଭୁବନେଶ୍ୱର: ଅସହ୍ୟ ହେଉଛି ତାତି। ଦିନ ୯ଟାପରେ ଘରୁ ବାହାରିବା ମୁସ୍କିଲ । ଆଜି ପୁଣି ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ବଲାଙ୍ଗିର, ଟିଟିଲାଗଡ଼ ଓ ମାଲକାନଗିରରେ କଲବଲ କରୁଛି ଟାଣ ଖରା ।
ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ଥିଲା ୩୮ .୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟିଟିଲାଗଡ ଓ ମାଲକାନଗିରିରେ ପାରଦ ୩୮ ଡିଗ୍ରୀ ଟପିଥିଲା । ଟ୍ବିନ୍ ସିଟି ସମେତ ସାରା ରାଜ୍ୟରେ ତାତି ଅସହ୍ୟ ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: