ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ୱ ଘର
·1 year ago

ଅର୍ଗସ ବ୍ୟୁରୋ: ପୁରୀ ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ୱ ଘର । ବିଳମ୍ବିତ ରାତିରେ ଜଳିପୋଡି ଗଲା ଆଳିଶ ଗ୍ରାମ। ଆସବାବ ପତ୍ର ସହ ବାଇକ୍ ଜଳିପୋଡି ପାଉଁଶ । ୩ଟି ଗୋରୁ ଜୀବନ ଦଗ୍ଧ ।ଜଣେ ଲୋକ ନିଆଁରେ ପୋଡ଼ି ଗୁରୁତର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଠ । ହୁତୁହୁତ ହୋଇ ଜଳୁଥିବା ନିଆଁକୁ ଆୟତ କଲେ ଗ୍ରାମବାସୀ ।୧୫ ଜଣ ପରିବାରର ସମ୍ପୁଣ୍ଣ ଘର ପୋଡି ପାଉଁଶ ହୋଇଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: