|
logo
Live

Argus News - ଜିଜିପି କଲୋନୀରେ ଭୟାବହ ଅଗ୍ନିକାଣ୍ଡ

Odisha

ଜିଜିପି କଲୋନୀରେ ଭୟାବହ ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·1 year ago
ଜିଜିପି କଲୋନୀରେ ଭୟାବହ ଅଗ୍ନିକାଣ୍ଡ

ଜିଜିପି କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ। 5ରୁ ଅଧିକ ଦୋକାନ ଜଳି ପୋଡି ପାଉଁଶ। ଏଯାଏ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜିଜିପି କଲୋନୀରେ ଭୟାବହ ଅଗ୍ନିକାଣ୍ଡ | Argus News