Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଘଟଣା, ଜଣେ ଗିରଫ

Banajyotshna Ray
Browse all articles by Banajyotshna Ray
·1 year ago
ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଘଟଣା, ଜଣେ ଗିରଫ

ଅର୍ଗସ ବ୍ୟୁରୋ:  ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇବା ଘଟଣା । ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । କାନ୍ଥ ପାଚେରୀକୁ ନେଇ ଦୁଇ ପଡୋଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଝାରପଡା ଦୋଳ ମଣ୍ଡପ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ପୋଲିସ ସେଠାରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ବନ୍ଧୁକ ଦେଖାଇ ଆତଙ୍କ ଖେଳାଇ ଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terror incident after showing gun to neighbor, one arrested | Argus News