Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନରେନ୍ଦ୍ର ମୋଦି ଓଡ଼ିଶାକୁ ବହୁତ କିଛି ଦେଉଛନ୍ତି: ମନମୋହନ

Odisha

ନରେନ୍ଦ୍ର ମୋଦି ଓଡ଼ିଶାକୁ ବହୁତ କିଛି ଦେଉଛନ୍ତି: ମନମୋହନ

Banajyotshna Ray
Browse all articles by Banajyotshna Ray
·2 years ago
ନରେନ୍ଦ୍ର ମୋଦି ଓଡ଼ିଶାକୁ ବହୁତ କିଛି ଦେଉଛନ୍ତି: ମନମୋହନ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ବହୁତ କିଛି ଦେଉଛନ୍ତି  l ଗରିବ କଲ୍ୟାଣ ଯୋଜନାରେ 80 କୋଟି ଲୋକଙ୍କୁ ମାଗଣା ପୁଣି ଥରେ ଅନ୍ନ ଦେବାକୁ ଘୋଷଣା କରିଛନ୍ତି  l ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ  l ଏବେ ବିଶ୍ୱରେ ଭାରତ ପଞ୍ଚମ ସ୍ଥାନରେ ରହିଛି  l ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି କହିଛନ୍ତି ମନମୋହନ ସାମଲ । ଦେଶବ୍ୟାପୀ ହିତାଧିକାରୀଙ୍କୁ ଆଉ 5 ବର୍ଷ ମିଳିବ ମାଗଣା ରାସନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Thank you Prime Minister says manmohan samal | Argus News