Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା'ଶାରଳାଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ

Smruti Parija
Browse all articles by Smruti Parija
·1 year ago
ମା'ଶାରଳାଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ

ଜଗତସିଂହପୁର: ମା'ଶାରଳାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା। ସଂଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଚଣ୍ଡୀପାଠ ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପୀଠ। ଜଗତସିଂହପୁର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା'ଶାରଳା ଠାକୁରାଣୀଙ୍କ ପୀଠର ଏକ ସ୍ବତନ୍ତ୍ର ପରିଚୟ ରହିଛି । 

ଆଶ୍ବିନ କୃଷ୍ଣପକ୍ଷ ମୂଳାଷ୍ଟମୀ, ମଙ୍ଗଳ ବାର ଠାରୁ ଆସନ୍ତା ଅକ୍ଟୋବର ୧୦ ତାରିଖ ଗୁରୁବାର ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନବ୍ୟାପି ଏହି ପାର୍ବଣ ପୂଜା ବୈଦିକ ବିଧି ବିଧାନରେ ପାଳିତ ହେଉଛି । ଏହି ଷୋଡ଼ଶ ଉପଚାର ପୂଜା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
thausands-of-devotees-throng-to-sarala-temple-jagatsinghpur | Argus News