Videos
|
Odisha

ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା

Arpita Mohanty
Browse all articles by Arpita Mohanty
·2 years ago
ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା

ଅର୍ଗସ ବ୍ୟୁରୋ : ଗାଁ ରେ ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା। ମହିଳା ମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ। ଯାଜପୁର ବ୍ଲକ ବଡ ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗାଁ ର ଶତାଧିକ ମହିଳା ଏକତ୍ରିତ ହୋଇ ବେଆଇନ ମଦ ବ୍ୟବସାୟ କରୁଥିବା ଅଭିଯୋଗ କରି ପଂଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।

ଏପରିକି ମଦ କାରବାର କରୁଥିବା ପରିବାରଙ୍କ ଘରେ ପଶି ମହିଳା ମାନେ ତନଖି କରିଥିଲେ। ଏହି ମଦ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ମଦ କାରବାର ବନ୍ଦ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
illegal liquor | Argus News