Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ ।  ଧୀରେ ଧୀରେ ବଢ଼ିବାର ଲାଗିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ବନ୍ୟା ଆଶଙ୍କା ନେଇ ନଦୀ କୁଳିଆ ଗ୍ରାମଗୁଡିକୁ ସତର୍କ କରାଯିବା ସହିତ ବନ୍ୟା ପ୍ରଭାବିତ ଅଂଚଳରୁ ଗ୍ରାମବାସୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଦାନା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଥିବାରୁ ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ଲକ,ତହସିଲ ସହିତ ଅନ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ସଜାଗ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The amount of rain has increased in Bangiriposhi region due to the impact of cyclone | Argus News