Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ଦୁଇଟି ଲଘୁଚାପ, ପ୍ରବଳ ଛେଚିବ 

Odisha

ଦୁଇ ଦୁଇଟି ଲଘୁଚାପ, ପ୍ରବଳ ଛେଚିବ 

Manini Pattanayak
Browse all articles by Manini Pattanayak
·1 year ago
ଦୁଇ ଦୁଇଟି ଲଘୁଚାପ, ପ୍ରବଳ ଛେଚିବ 

ଭୁବନେଶ୍ୱର:  ରାଜ୍ୟ ଉପରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ବଢିବ ବର୍ଷାର ପ୍ରଭାବ। ଆସନ୍ତାକାଲିଠୁ  ବର୍ଷାର ପରିମାଣ ବଢ଼ିବା ସହ ରାଜ୍ୟରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗର ସତର୍କତା।

ବର୍ତ୍ତମାନ ଏକ ଲଘୁଚାପ ଉତ୍ତର ପଶ୍ଚିମ ଝାରଖଣ୍ଡ ଉପରେ ସକ୍ରିୟ ରହିଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ। ତେବେ ଆଜି ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The amount of rain will increase from tomorrow and will continue till 31st in the state | Argus News