ସୁଭଦ୍ରା ଯୋଜନା ଏସଓପିକୁ ନେଇ ହୋଇପାରନ୍ତି ଶାସକ ଓ ବିରୋଧୀ ମୁହାଁମୁହିଁ
·1 year ago

ଅର୍ଗସ ବ୍ୟୁରୋ: ଆଜି ପଞ୍ଚମ ଦିନରେ ବି ସରଗରମ ରହିପାରେ ବିଧାନସଭା । ଶୂନ୍ୟକାଳରେ ସୁଭଦ୍ରା ଯୋଜନା ଏସଓପିକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ଏହା ସହ ଗୃହରେ ଅନେକ ପ୍ରସଙ୍ଗ ଉଠିପାରେ । ବିରୋଧୀ ବିଜେଡ଼ି ପକ୍ଷରୁ ମୁଲତବି ପ୍ରସ୍ତାବ ଅଣାଯିବ । ସେହିପରି ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: