Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏକାଠି ନୂଆଁ ଖାଇଲେ ରାଜ ପରିବାର 

Odisha

ଏକାଠି ନୂଆଁ ଖାଇଲେ ରାଜ ପରିବାର 

Manini Pattanayak
Browse all articles by Manini Pattanayak
·1 year ago
ଏକାଠି ନୂଆଁ ଖାଇଲେ ରାଜ ପରିବାର 

ବଲାଙ୍ଗିର: ଏକାଠି ନୂଆଁ ଖାଇଲେ ବଲାଙ୍ଗିର ରାଜ ପରିବାର । ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ରାଜ ପରିବାର ଏକାଠି ବସି ନୂଆଁ ଖାଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପରିବାର ଓ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଏକାଠି ବସି ନୂଆଁ ଖାଇଛନ୍ତି ।

ଶୈଳଶ୍ରୀ ପ୍ୟାଲେସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ମେଘନା ଦେବୀ ସିଂହଦେଓ, ମନ୍ମଥ ସିଂହଦେଓ ଏକାଠି ବସି ନୂଆ ଖାଇଛନ୍ତି । ହେଲେ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ ଅର୍କେଶ ନାରାୟଣ ସିଂହଦେଓ ନୂଆଁଖାଇରେ ବଲାଙ୍ଗିର ଆସିନାହାନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The balangir royal family eat together at nuakhai | Argus News