Videos
|
Odisha

କୁଏତରୁ ଫେରୁଛି ଦୁଇ ଓଡ଼ିଆଙ୍କ ମୃତଦେହ

Banajyotshna Ray
Browse all articles by Banajyotshna Ray
·2 years ago
କୁଏତରୁ ଫେରୁଛି ଦୁଇ ଓଡ଼ିଆଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: କୁଏତ ରୁ ଫେରୁଛି ଦୁଇ ଓଡ଼ିଆଙ୍କ ମୃତଦେହ। କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଭାରତୀୟଙ୍କ ମଧ୍ୟରୁ ଥିଲେ ଦୁଇ ଜଣ ଓଡ଼ିଆ। ଗତକାଲି କୋଚ୍ଚି ବିମାନବନ୍ଦରରେ ପହଁଚିଥିଲା ମର ଶରୀର। ଦୁଇ ଓଡ଼ିଆ କଟକର ମହମ୍ମଦ ଜହୁର ଏବଂ ଗଞ୍ଜାମର ସନ୍ତୋଷ ଗୌଡ଼ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ ।ରୋଜଗାର ପାଇଁ ବିଦେଶକୁ ଯାଇଥିଲେ ହେଲେ ଶବ ହୋଇଫେରିଲେ । ମୃତକଙ୍କ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The bodies of two odia are returning from kuwait | Argus News