Videos
|
Odisha

ରେଳଲାଇନରେ ଅଜଣା ବ୍ୟକ୍ତିଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago
ରେଳଲାଇନରେ ଅଜଣା ବ୍ୟକ୍ତିଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ହାଟପଦା ରେଳ ଲାଇନ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଦୁଇ ଖଣ୍ଡ ମୃତଦେହ ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ କାହିଁକି ଆତ୍ମହତ୍ୟା କଲେ ନାଁ ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। 

ମୃତ ବ୍ୟକ୍ତିଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିନ ଥିବା ବେଳେ ଜିଆରପି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The body of a stranger | Argus News