ଭଡା ଘରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ
·1 year ago

ବାଲେଶ୍ୱର: କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଭୋଗରାଇ ବ୍ଲକରେ ଅଭାବନୀୟ ଘଟଣା। କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବରମଙ୍କ ମୃତଦେହ ଉଦ୍ଧାର। ଏକ ଭଡା ଘରୁ ମୋନାଲିସାଙ୍କ ମୃତଦେହ ଉଦ୍ଧାର କରାଯାଇଛି । 6 ମାସ ହେବ ମୋନାଲିସା ଭୋଗରାଇ ବ୍ଲକରେ ଜେଇ ଭାବେ କାର୍ଯ୍ୟକରୁଥିଲେ।
ଆନନ୍ଦବଜାର ସ୍ଥିତ ଏକ ଭଡା ଘରେ ରହୁଥିଲେ ମୋନାଲିସା l ଗତ କIଲି ଅଫିସ କାମ ସାରି ରୁମ କୁ ଆସିଥିଲେ I ଆଜି ଭଡାଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଆତ୍ମହତ୍ୟାର କାରଣ ଖୋଜୁଛି I
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: