ଡ୍ରେନରୁ ଉଦ୍ଧାର ହେଲା ମୃତଦେହ
·2 years ago

ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ସକାଳୁ ସକାଳୁ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି। ଡ୍ରେନ୍ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ମୃତକଙ୍କ ବୟସ 30 ରୁ 35 ବର୍ଷ ମଧ୍ୟରେ ହେବ। ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତଦେହକୁ ନାକାଗେଟ ନିକଟ ଚାଳ ସାହି ଡ୍ରେନରୁ ଉଦ୍ଧାର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: