Videos
|
Odisha

ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ, ଅନେକ ଘରେ ପଶିଲା ପାଣି

Banajyotshna Ray
Browse all articles by Banajyotshna Ray
·2 years ago
ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ, ଅନେକ ଘରେ ପଶିଲା ପାଣି

ଅର୍ଗସ ବ୍ୟୁରୋ: ଭୁଶୁଡି ଗଲା କେନାଲ, ବୁଡ଼ିଗଲା ଘରଦ୍ବାର । ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ, ଅନେକ ଘରେ ପଶିଲା ପାଣି । କଳହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଦେପୁର ନିକଟରେ ଭୁଶୁଡିଲା ମୁଖ୍ୟ କେନାଲ  l 20 ଫୁଟର ଘାଇ ହେବା ଫଳରେ ଜଳମଗ୍ନ ହୋଇଛି ଦେପୁର ଗାଁ  l ରାସ୍ତା ଉପରେ ଚାଲିଛି 5 ଫୁଟ ପାଣି  l ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ  ଭୁଶୁଡି ହଜାର ହଜାର ଚାଷ ଜମି ଜଳ ମଗ୍ନ ହୋଇଛି । କଲମପୁର ଜୁନାଗଡ ରାସ୍ତା ବିଚ୍ଛିନ୍ନ ହୋଇଛି । ତେବେ ପୂର୍ବରୁ ଥିବା ଏକ ଗାତ ରେ ପାଣି ପଶିବା ସହ ଶେଷରେ ବଡ଼ ଗାତ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: