ଅଟୋକୁ ଧକ୍କା ଦେଲା କାର, ଘଟଣା ସ୍ଥଳରେ ଅଟୋ ଚାଳାକ ମୃତ
·2 years ago

ଅର୍ଗସ ବ୍ୟୁରୋ: ଅଟୋକୁ ଧକ୍କା ଦେଲା କାର। ଘଟଣା ସ୍ଥଳରେ ଅଟୋ ଚାଲାକ ମୃତ l ଏପରି ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ସୁନାଖଳା ଅଞ୍ଚଳରେ l ଗତକାଲି ବିଳମ୍ବତ ରାତିରେ ସୁନାଖଳାର ଅଟୋ ଚାଳକ ଅଖିଳ ରଣା ବୋଲଗଡରୁ ଭଡାଛାଡି ସୁନାଖଳା ଫେରୁଥିବା ବେଳେ ଏକ ହୁଣ୍ଡାଇ କାର ଆଗପଟୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ଅଟୋ ଚାଳକ ଅଖିଳ ରଣା ଙ୍କର ମୃତ୍ୟୁ ହୋଇଥିଲା l ସୁନାଖଳା ଫାଣ୍ଡି ପୋଲିସ ଓ ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଂଚି କାରକୁ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: