ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର
·2 years ago

ଅର୍ଗସ ବ୍ୟୁରୋ: ଏରସମା ବ୍ଲକ ଅନ୍ତର୍ଗତ କୋଠି ଛକ ଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। କାରରେ ଥିବା ତିନି ଜଣ ଯୁବକଙ୍କୁ ଉଦ୍ଧାରକରି ଏରସମା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ଗ୍ରାମବାସୀ।
ଗାଡ଼ି ନମ୍ବର OD 28 8965 ଏରସମା ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଗାଡ଼ିରେ ତିନି ଜଣ ଯୁବକ ଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: