Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରସାମ୍ୟ ହରାଇ ଓଲଟି ପଡିଲା କାର, ନିଖୋଜ କାର ଚାଳକ

Swayangprajna Mishra
Browse all articles by Swayangprajna Mishra
·1 year ago
ଭାରସାମ୍ୟ ହରାଇ ଓଲଟି ପଡିଲା କାର, ନିଖୋଜ କାର ଚାଳକ

କଟକ : ଗତ କାଲି ବିଳମ୍ୱିତ ରାତିରେ ବାଙ୍କୀ କଟକ ମୁଖ୍ୟ ରାସ୍ତା ର କୁଷପଙ୍ଗି ଓ ଚକୁଳେଶ୍ୱର୍ ଛକ ମଧ୍ୟରେ ରାସ୍ତାର ଦଶ ଫୁଟ ତଳକୁ ଭାରସାମ୍ୟ ହରାଇ ଖସି ପଡିଛି କାର । କାରରେ କେହି ନ ଥିବା ବେଳେ କାରରେ କିନ୍ତୁ ରକ୍ତ ଛିଟା ଲାଗିଥିବାର ଦେଖା ଯାଉଛି। କାର ଟି ବାଙ୍କୀ ରୁ ଭୁବନେଶ୍ବର ଯାଉଥିଲା ।

ଅଧିକ ପଢନ୍ତୁ : ଦୁଇ କାଉଡିଆଙ୍କ ସହ ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା ଟ୍ରକ

କାରରୁ ଏକ ପରିଚୟ ପତ୍ର ଓ ଫୋନ୍ ନମ୍ୱର ମିଳି ଥିବାରୁ କାର ମାଲିକଙ୍କ ସହିତ ଯୋଗାଯୋଗ କରିଛି କଇଁମୁଣ୍ଡି ପୋଲିସ । ତେବେ କେଉଁ କେଉଁ ମାନେ କେତେ ଜଣ କାର ରେ ଯାଉ ଥିଲେ ତାହା ଜଣା ପଡି ନାହିଁ। କଇଁମୁଣ୍ଡି ଫାଣ୍ଡି ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The car overturned after losing control, the driver is missing | Argus News