Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜଣେ ଗୁରୁତର ଓ ଜଣେ ଆହତ  

Odisha

ଜଣେ ଗୁରୁତର ଓ ଜଣେ ଆହତ  

Manini Pattanayak
Browse all articles by Manini Pattanayak
·2 years ago
ଜଣେ ଗୁରୁତର ଓ ଜଣେ ଆହତ  

ସୁନ୍ଦରଗଡ: 20 ଫୁଟ  ପୋଲ ତଳକୁ ଖସିଲା କାର୍ । ଏଥିରେ ଦୁଇ ଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି ।  ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନା ଫୁଲଝର ନଗରିଆ ପୋଲ ତଳକୁ ପ୍ରାୟ 20 ଫୁଟ ତଳକୁ କାର୍‌ ଖସିଛି ।

କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ପାଣି ଭିତରକୁ ଖସିପଡିଥିଲା । କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଡ୍ରାଇଭର ଓମକାର ବେହେରା ଗୁରୁତର ହୋଇଥିବା ବେଳେ, କାର୍‌ରେ ଥିବା ଯଦୁମଣି ମହାକୁଡ଼ ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The car fell down the 20 feet pole. Two people were seriously injured and one was injured. | Argus News