Videos
|
Odisha

ଥାନାରେ ଯବାନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା, ଗୁଜୁରାଟ ଗଲେ ନୀଲମ୍ବିତ ଥାନା ଅଧିକାରୀ

Banajyotshna Ray
Browse all articles by Banajyotshna Ray
·1 year ago
ଥାନାରେ ଯବାନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା, ଗୁଜୁରାଟ ଗଲେ ନୀଲମ୍ବିତ ଥାନା ଅଧିକାରୀ

ଅର୍ଗସ ବ୍ୟୁରୋ:  ଭରତପୁର ଥାନାରେ ଯବାନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ଗୁଜୁରାଟ ଗଲେ ନୀଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର। ନୀଳମ୍ବିତ ପୋଲିସ କର୍ମଚାରୀ ସଲିଳ ମୟୀ ସାହୁ,ବୈଶାଳୀନି ପଣ୍ଡା, ସାଗରିକା ରଥ ବି ଯାଇଛନ୍ତି ଗୁଜୁରାଟ। ଆଜି ନୀଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ। ଏଥି ସହ ବ୍ରେନ ମ୍ୟାପିଂ, ନାର୍କୋ ଟେଷ୍ଟ ମଧ୍ୟ କରାଯିବ। ତେବେ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The case of torture of Javan and his girlfriend in police station, suspended police officer in Gujarat | Argus News