Videos
|
Odisha

5T ସ୍କୁଲର ସ୍ମାର୍ଟ କ୍ଲାସ ରୁମରୁ ଖସିଲା ସିଲିଂ

Ritu Das
Browse all articles by Ritu Das
·1 year ago
5T ସ୍କୁଲର ସ୍ମାର୍ଟ କ୍ଲାସ ରୁମରୁ ଖସିଲା ସିଲିଂ

ଅର୍ଗସ ବ୍ୟୁରୋ: 5T ସ୍କୁଲରୁ ଖସିଲା ସିଲିଂ। ବରଗଡ଼ ବ୍ଲକ ବୀରମାଲ ହାଇସ୍କୁଲରେ ସ୍ମାର୍ଟ କ୍ଲାସ ରୁମରୁ ସିଲିଂ ଖସିପଡିଛି | ଭାଗ୍ୟବଶତଃ ରବିବାର ଦିନ ଅଘଟଣ ଘଟିଥିବାରୁ ଛାତ୍ରଛାତ୍ରୀମାନେ ବର୍ତ୍ତିଯାଇଛନ୍ତି। ପୂର୍ବତନ ସରକାର ପ୍ରତି ଗ୍ରାମରେ ସ୍କୁଲର ନବୀକରଣ କରିବାକୁ ୫ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଆଜି ଜଣାପଡ଼ିଲା ଯେ, କେବଳ କଥା ଗୁଡ଼ିକ ମିଛ ଥିଲା। 

 ମାତ୍ର ଗୋଟିଏ ବର୍ଷ ବି ତିଷ୍ଠି ରହିଲାନି ସିଲିଂ। ପୁଣି ପ୍ରମାଣିତ ହେଲା ଯେ 5T ନାଁରେ କେବଳ ଲୁଟିଛନ୍ତି ଠିକାଦାର ଓ ପୂର୍ବତନ ସରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The ceiling | Argus News