Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର

Odisha

ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର

ଅର୍ଗସ ବ୍ୟୁରୋ:  ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର । ବିଜେଡିର ଚାଉଳ ବ୍ରାଣ୍ଡିଂକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଉଛି ତୀବ୍ର ଅସନ୍ତୋଷ । ଫୁଲବାଣୀରେ ନବୀନ ଓଡ଼ିଶା ମୋ ଓଡ଼ିଶା ବ୍ୟାଗରେ ଚାଉଳ ବଣ୍ଟନ ବେଳେ ବ୍ୟାଗ୍ ଜବତ କରି ଚିରିଲେ ବିଜେପି କର୍ମୀ । ରମେଶ ମହାନ୍ତିଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବ୍ୟାଗକୁ ଜବତ କରିଥିଲେ ।

ପରେ ନିଆଁ ଲଗାଇବା ସହ ପୋଷ୍ଟର ଚିରିଥିଲେ । ସେପଟେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ନିର୍ଦ୍ଦେଶ ଅନୁସାରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ତେବେ ଇଏ ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି ବିଜେଡି ବ୍ୟାଗରେ ମୋଦି ଚାଉଳ ବଣ୍ଟାଯାଉଥିବାକୁ ନେଇ ଅସନ୍ତୋଷର ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ଚିତ୍ର ଆସିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The central government is giving the rice, but the BJd government is choosing to take the credit | Argus News