Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Odisha

ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ: ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ମୃତଦେହ କେହି ଫିଙ୍ଗିଦେଇଥିବା ସନ୍ଦେହ । ଯାଜପୁର ଜିଲ୍ଲା ଦୁଦୁରା ଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ନଦୀପଠାରୁ ମିଳିଛି ଏହି ମୃତଦେହ । ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ମଙ୍ଗଳପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । କିଏ ଏବଂ କାହିଁକି ଏହିପରି ଭାବରେ ହତ୍ୟା କଲା ତାହା ପ୍ରଶ୍ନ ଘେରରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The charred body was recovered, the police investigation continues | Argus News