Videos
|
Odisha

୧୩ ଟି ଜିଲ୍ଲାରେ ୨୨ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
୧୩ ଟି ଜିଲ୍ଲାରେ ୨୨ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଘୋଷଣା ହେଲା ଆଉ ୨୨ଟି ନୂଆ ଏନଏସି । ୧୩ ଟି ଜିଲ୍ଲାରେ ୨୨ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଭଞ୍ଜନଗର ଏନଏସି ହେଲା ମୁନିସିପାଲିଟି । ବୌଦ୍ଧ ମନମୁଣ୍ଡ, ପୁରୁଣା କଟକ ଓ ବାଉଁଶୁଣି ଏନଏସି ଘୋଷଣା । ବଲାଙ୍ଗିର  ଲୋଇସିଂହା ଓ ସିନ୍ଧେକେଲା ଏନଏସି ଘୋଷଣା । ବରଗଡ଼ର ସୋହଲାକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବର ବାଲିଆପାଳ ଓ ଖଇରାକୁ ଘୋଷଣା । ଭଦ୍ରକ ଧାମରା , ଢେଙ୍କାନାଳ ରାସୋଳକୁ ଏନଏସି ମାନ୍ୟତା ଜଗତସିଂହପୁର କୁଜଙ୍ଗ, କଳାହାଣ୍ଡି ନର୍ଲା ଓ ମଦନପୁର ରାମପୁର ଏନଏସି ଘୋଷଣା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: