Videos
|
Odisha

ଶୁଦର୍ଶନଙ୍କୁ ଶୁଭେଚ୍ଛା ଜଣାଇ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ  

Manini Pattanayak
Browse all articles by Manini Pattanayak
·2 years ago
ଶୁଦର୍ଶନଙ୍କୁ ଶୁଭେଚ୍ଛା ଜଣାଇ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ  

 ଭୁବନେଶ୍ୱର:  ରୁଷିଆରେ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ବିଜୟୀ ବାଲୁକାଶିଳ୍ପୀ ଶୁଦର୍ଶନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଦେଲେ।  

ମୋହନ ମାଝୀ କହିଲେ ସୁଦର୍ଶନଙ୍କ ସଫଳତା ସାରା ଦେଶ ପାଇଁ ଗୌରବର ବିଷୟ। ସାରା ବିଶ୍ବରେ ଉଜ୍ଜ୍ବଳ ହୋଇଛି ଦେଶ ଓ ରାଜ୍ୟର ନାଁ। ସୁଦର୍ଶନ କହିଲେ ଆଗକୁ ଅନେକ ନାଁ କରିବାକୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Chief Minister congratulated Shudarshan and gave a reward of two lakh rupees | Argus News