Videos
|
Odisha

ୱାର୍ଲଡ ସ୍କିଲ ଲାୟନ 2024ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ୱାର୍ଲଡ ସ୍କିଲ ଲାୟନ 2024ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ୱାର୍ଲଡ ସ୍କିଲ ଲାୟନ 2024ରେ ଭାଗ ନେଇଥିବା ଓଡ଼ିଶା ପ୍ରତିଯୋଗୀଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଦୁଇ କୃତି ପ୍ରତିଯୋଗୀଙ୍କ ସହ ଅନ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ପ୍ୟାରିସରେ ଆୟୋଜିତ ୱାର୍ଲଡ ସ୍କିଲ ଲାୟନ ପ୍ରତିଯୋଗିତାରେ ଓଡିଶାରୁ 15 ଜଣ ଭାଗ ନେଇଥିଲେ। ଅମରେଶ କୁମାର ସାହୁ ରିନୁଆଲ ଏନର୍ଜିରେ ବ୍ରୋଞ୍ଚ ମେଡାଲ ଓ ଗେଡେଲା ଅଖିଲ ୱାଟର ଟେକନୋଲୋଜିରେ ମିଡିଲିଆନ ଅଫ ଏକ୍ସସେଲେନସି ପୁରସ୍କାର ମିଳିଥିଲା। ପ୍ୟାରିସରେ ଆୟୋଜିତ ଏହି ପ୍ରତିଯୋଗିତାରେ 80 ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: