Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେ ସୁଦ୍ଧା 350 ଜଣଙ୍କ ଅଭିଯୋଗ ଶୁଣି ସାରିଲେଣି ମୁଖ୍ୟମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago
ଏବେ ସୁଦ୍ଧା 350 ଜଣଙ୍କ ଅଭିଯୋଗ ଶୁଣି ସାରିଲେଣି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି 1550 ଅଭିଯୋଗକାରୀ ପଞ୍ଜୀକରଣ କରିଛନ୍ତି । ଏବେ ସୁଦ୍ଧା 350 ଜଣଙ୍କ ଅଭିଯୋଗ ଶୁଣି ସାରିଲେଣି ମୁଖ୍ୟମନ୍ତ୍ରୀ ।

ସମସ୍ତ ଅଭିଯୋଗ ଗୁଡ଼ିକୁ ଆଜି ଶୁଣାଣି କରିବା ପାଇଁ ଚେଷ୍ଟା ଚାଲିଛି । ଅଭିଯୋଗ ଗୁଡ଼ିକ ସହ ଜଡ଼ିତ ବିଭାଗ ଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister has heard the complaints of 350 people so far | Argus News