Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଣେଶ ପୂଜାରେ ଝଲସୁଛି କଟକ ସହର

Manini Pattanayak
Browse all articles by Manini Pattanayak
·1 year ago
ଗଣେଶ ପୂଜାରେ ଝଲସୁଛି କଟକ ସହର

 କଟକ:  ଗଣେଶ ପୂଜାରେ ଝଲସୁଛି କଟକ ସହର। ଭାଇଚାରାର ସହର କଟକ,ସଂସ୍କୃତି ଓ ପରମ୍ପରାର ନଗରୀରେ ମଧ୍ୟ ଯୁବ ପିଢ଼ି ଙ୍କ ଦ୍ୱାରା ଗଣେଷ ପୂଜାକୁ ବେଶ ଧୁମଧାମରେ ପାଳନ କରାଯାଇଛି । ସେଥି ମଧ୍ୟରୁ କଟକ ମଧୁପାଟଣା ଥାନା ନୂଆପଡା ପ୍ରେସ କଲୋନୀର ପେଣ୍ଡାଲ ଓ ଗଣେଶ ମୂର୍ତ୍ତି ସମସ୍ତଙ୍କୁ ଆକୃଷ୍ଟ କରିଛି l

ଆସନ୍ତା 22 ତାରିଖରେ ନିଶାମୁକ୍ତ ଓ ଡିଜେ ମୁକ୍ତ ରୋଷଣୀ କରିବା ନେଇ ପ୍ରତିଶୃତି ଦେଇଛନ୍ତି କ୍ଲବ ମେମ୍ବର l ନୂଆପଡା ପ୍ରେସ କଲୋନୀ ଅଂଚଳରେ ବଡ଼ ତୋରଣ 15 ରୁ 20 ଟି ଓ ଛୋଟ ବଡ଼ ମିଶେଇ 70 ରୁ 80 ଗଣେଶ ମେଢ଼ ଯୁବପିଢ଼ି ମାନେ ବନେଇ ଛନ୍ତି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored