Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

Rashmita Mishra
Browse all articles by Rashmita Mishra
·1 year ago
ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଅର୍ଗସ ବ୍ୟୁରୋ: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଳି ଥାନା ଇଛାପୁର ଗ୍ରାମର ଅଜାମ୍ବର ନାୟକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଖରାସ୍ରୋତା ନଦୀ ସହିତ ସଂଯୁକ୍ତ ଥିବା ତଅଁଳାଡିହା ଯୋର ପାର୍‌ କରି ମଇଁଷି ନେଇ ଯାଉଥିବା ବେଳେ କୁମ୍ଭୀର ଝାମ୍ପିନେଇଛି l ନଦୀରେ ଖୋଜାଖୋଜା ଜାରି ରଖିଛନ୍ତି ସ୍ଥାନୀୟ ଲୋକ  ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The crocodile dragged the old man | Argus News