Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡଧରଣର ହମଲାରୁ ଅଳ୍ପକେ ବର୍ତ୍ତିଲେ ସୁରକ୍ଷା ବାହିନୀ

Banajyotshna Ray
Browse all articles by Banajyotshna Ray
·2 years ago
ବଡଧରଣର ହମଲାରୁ ଅଳ୍ପକେ ବର୍ତ୍ତିଲେ ସୁରକ୍ଷା ବାହିନୀ

ଅର୍ଗସ ବ୍ୟୁରୋ: ବଡଧରଣର ହମଲାରୁ ଅଳ୍ପକେ ବର୍ତିଲେ ସୁରକ୍ଷା ବାହିନୀ । ମାଓବାଦୀଙ୍କୁ ଚକମା ଦେଇ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲା CRPF ପୋଲିସ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତୱେଡାରେ ଟଳିଲା ବଡ଼଼ ଅଘଟଣ । ଜିଲ୍ଲାର ହିରୋଲି ରାସ୍ତାରେ ସୁଡ଼ୁଙ୍ଗ ଖୋଳି  ଲ୍ୟାଣ୍ଡମାଇନ ଲଗାଇଥିଲେ ମାଓବାଦୀ । ଯାହାର ଓଜନ ପ୍ରାୟ 10 କେଜି ହେବବୋଲି ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The CRPF defused the landmines after defeating the militants | Argus News