Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ପୂର୍ଣ୍ଣ ଭଙ୍ଗା ହେବ କଟକ ବାରବାଟୀ ଷ୍ଟାଡିୟମ

Manini Pattanayak
Browse all articles by Manini Pattanayak
·2 years ago
ସମ୍ପୂର୍ଣ୍ଣ ଭଙ୍ଗା ହେବ କଟକ ବାରବାଟୀ ଷ୍ଟାଡିୟମ

କଟକ: ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ।  ସମ୍ପୂର୍ଣ୍ଣ ଭଙ୍ଗା ହେବ କଟକ ବାରବାଟୀ ଷ୍ଟାଡିୟମ।  ଐତିହାସିକ ବାରବାଟୀ ଷ୍ଟାଡିୟମ ର ହେବ ନବୀକରଣ। ଏନେଇ ଓସିଏ ସମ୍ପାଦକଙ୍କ  ସୂଚନା। ନବୀକରଣ ପରେ ଦର୍ଶକଙ୍କ ସଂଖ୍ୟା 44 ହଜାରରୁ 60 ହଜାର କୁ ବୃଦ୍ଧି କରାଯିବ ।

ଆସନ୍ତା 27 ତାରିଖରେ ମୁଖ୍ୟମନ୍ତ୍ରୀ  ଷ୍ଟାଡିୟମର  କରିବେ ଭିତ୍ତି ପ୍ରସ୍ତର ସ୍ଥାପନ । ଆସନ୍ତା ତିନି ବର୍ଷ ଭିତରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ଷ୍ଟାଡିୟମ ସମ୍ପୂର୍ଣ୍ଣ ଭଙ୍ଗା ଯାଇ ଉନ୍ନତ ମାନର ଗ୍ୟାଲେରି କରାଯିବ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Cuttack Barbati Stadium will be completely demolished | Argus News