Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାରାଦୀପରୁ ୧୮୦ କିମି ଦୂରରେ ବାତ୍ୟା

Odisha

ପାରାଦୀପରୁ ୧୮୦ କିମି ଦୂରରେ ବାତ୍ୟା

Banajyotshna Ray
Browse all articles by Banajyotshna Ray
·1 year ago
ପାରାଦୀପରୁ ୧୮୦ କିମି ଦୂରରେ ବାତ୍ୟା

ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ନେଇ ଆସିଲା ବଡ ଅପଡେଟ୍ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ବାତ୍ୟା ପାରାଦ୍ୱୀପ ଠାରୁ  କିମି ଦୂରରେ ବାତ୍ୟା। ଆଜି ରାତି କିମ୍ବା ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି । ତେବେ ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି।ଅନ୍ୟପଟେ 1ରୁ 2 ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି କେନ୍ଦ୍ରାପଡା ଏହଂ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ । ଏହି ଜିଲ୍ଲାଗୁଡିକର ନଦୀରେ ମଧ୍ୟ ଜୁଆର ଆସିପାରେ । ଧାମରା ଠାରୁ ୨୧୦ କିମି ଦୂରରେ ରହିଛି ବାତ୍ୟା। ଆଜି ରାତିରୁ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The cyclone dana is 180 km away from paradip | Argus News