Videos
|
Odisha

ଆସନ୍ତାକାଲିଠୁ ରାଜ୍ୟରେ  ବଢିବ  ଦିନ ତାପମାତ୍ରା

Manini Pattanayak
Browse all articles by Manini Pattanayak
·2 years ago
ଆସନ୍ତାକାଲିଠୁ ରାଜ୍ୟରେ  ବଢିବ  ଦିନ ତାପମାତ୍ରା

ଭୁବନେଶ୍ୱର:  ଆସନ୍ତାକାଲିଠୁ ରାଜ୍ୟରେ  ବଢିବ  ଦିନ ତାପମାତ୍ରା।  ୨ରୁ ୩ ଡିଗ୍ରୀଂ ପର୍ଯ୍ୟନ୍ତ ପାରଦ  ବଢିବା ସମ୍ଭାବନ ରହିଛି। ଆଗାମୀ  ୫ ଦିନ  ଯାଏଁ  ହିଟ୍‌ଓ୍ୱେଭ୍‌  ସ୍ଥିତି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ।  

ତେବେ କିଛି ସ୍ଥାନରେ କାଳବୈଶାଖୀ  ଜନିତ ବର୍ଷା ଆଶଙ୍କା ରହିଛି  ବୋଲି ଆଞ୍ଚଳିକ ପାଣିପାଗ  କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା।  ତେବେ ଆଜି  ପାଗ କୋହଲା ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି। ରାଜଧାନୀ ଭୁବନେଶ୍ୱରରେ  ମଧ୍ୟ ଗୁଳୁଗୁଳି  ଜନିତ ସମସ୍ୟା ଭୋଗୁଛନ୍ତି ଲୋକେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The day temperature will rise in the state from tomorrow | Argus News