Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଡାଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

Manini Pattanayak
Browse all articles by Manini Pattanayak
·1 year ago
ଭଡାଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

କଟକ:  ଭଡାଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର। କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। କଟକ ମର୍କତନଗର ଥାନା ଅଂଚଳର ଘଟଣା।

ଘରେ ଏକୁଟିଆ ରହୁଥିଲେ ଅଧ୍ୟାପିକା। ତେବେ ଅଧ୍ୟାପିକାଙ୍କ  ମୃତ୍ୟୁର କାରଣ ଅସ୍ପଷ୍ଟ  । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଏସିବି ମେଡ଼ିକାଲକୁ ପଠାଇଛି ପୋଲିସ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the lecturer was recovered from the rented house | Argus News