Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାତିଆଣ ଭାବର ବିକଳ ଚିତ୍ର, ଟ୍ରଲିରେ ବୁହା ହେଲା ମୃତଦେହ

Banajyotshna Ray
Browse all articles by Banajyotshna Ray
·2 years ago
ଜାତିଆଣ ଭାବର ବିକଳ ଚିତ୍ର, ଟ୍ରଲିରେ ବୁହା ହେଲା ମୃତଦେହ

ଅର୍ଗସ ବ୍ୟୁରୋ: କୁଚିଣ୍ଡାରୁ ସାମ୍ନାକୁ ଆସିଲା ଜାତିଆଣ ଭାବର ବିକଳ ଚିତ୍ର। ଟ୍ରଲିରେ ବୁହା ହୋଇ ଶ୍ମଶାନ ଗଲା ବୃଦ୍ଧାଙ୍କ ମୃତଦେହ। ଝିଅମାନେ ଭିନ୍ନ ଜାତିରେ ବାହା ହୋଇଥିବାରୁ ଶବକୁ କାନ୍ଧ ଦେଇନଥିଲେ ସ୍ଥାନୀୟ ଲୋକେ । ଫଳରେ ବାଧ୍ୟହୋଇ ସମ୍ପର୍କୀୟଙ୍କ ପୁତୁରା ଓ ଜ୍ୱାଇଁମାନେ ଟ୍ରଲିରେ ଶବ ନେଇ ସତ୍କାର ପାଇଁ ଯାଇଥିଲେ। କୁଚିଣ୍ଡା ୫ ନଂ ୱାର୍ଡ଼ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା। ମୃତକ ଜଣକ କୁଚିଣ୍ଡା ୫ ନଂ ୱାର୍ଡ଼ର ଗୋମତୀ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the old man was carried in a trolley and went to the cemetery | Argus News